[vc_row full_width=”stretch_row” css=”.vc_custom_1720442688959{padding-top: 30px !important;background-image: url(https://svmdamanjodi.org/wp-content/uploads/2024/07/e59df86480.jpg?id=636) !important;background-position: 0 0 !important;background-repeat: repeat !important;}”][vc_column][vc_column_text]
| କ୍ରମିକ ସଂଖ୍ୟା | ମାସ | କାର୍ଯ୍ୟ ଓ କାର୍ଯ୍ୟକ୍ରମ | ସ୍ତରୀୟ |
| ୧ | ଏପ୍ରିଲ ୧ | ଉତ୍କଳ ଦିବସ | ବିଦ୍ୟାଳୟ ସ୍ତରୀୟ |
| ଶିକ୍ଷାବର୍ଷ ପ୍ରାରମ୍ଭ ଦିବସ | ବିଦ୍ୟାଳୟ ସ୍ତରୀୟ | ||
| ୨ | ମଇ | ଗ୍ରୀଷ୍ମ ଅବକାଶ | ବିଦ୍ୟାଳୟ ସ୍ତରୀୟ |
| ୩ | ଜୁନ ୧୮ ରୁ ୨୦ ତାରିଖ | ସାମୁହିକ ଆଚାର୍ଯ୍ୟ କର୍ମଶାଳା | ବିଦ୍ୟାଳୟ ସ୍ତରୀୟ, ଦାମନଯୋଡି |
| ଜୁନ ୨୧ ତାରିଖ | ବିଶ୍ଵ ଯୋଗ ଦିବସ | ବିଦ୍ୟାଳୟ ସ୍ତରୀୟ | |
| ୪ | ଜୁଲାଇ | ||
| ୧୦ ରୁ ୧୨ ତାରିଖ | ପ୍ରଥମ ଏକକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ୨୭ ରୁ ଅଗଷ୍ଟ ୨ | ଜ୍ଞାନ ବିଜ୍ଞାନ ମେଳା | ବିଦ୍ୟାଳୟ ସ୍ତରୀୟ | |
| ୫ | ଅଗଷ୍ଟ | ||
| ୪ ଓ ୫ ତାରିଖ | ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ | ସେମିଳିଗୁଡା | |
| ୮ ରୁ ୧୦ ତାରିଖ | ଦ୍ଵିତୀୟ ଏକକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ୧୧ ତାରିଖ | ଜ୍ଞାନ ବିଜ୍ଞାନ ମେଳା | ସଙ୍କୁଳ ସ୍ତରୀୟ | |
| ୨୪ ଓ ୨୫ ତାରିଖ | ଜ୍ଞାନ ବିଜ୍ଞାନ ମେଳା | ବିଭାଗ ଓ ସଂଭାଗ ସ୍ତରୀୟ | |
| ୨୯ତାରିଖ | ଜାତୀୟ କ୍ରୀଡା ଦିବସ | ବିଦ୍ୟାଳୟ ସ୍ତରୀୟ | |
| ୩୧ ରୁ ସେପ୍ଟେମ୍ବର ୧ ତାରିଖ | କ୍ଷେତ୍ରୀୟ ଖେଳକୁଦ (ଅଥେଲେଟିକ୍ସ) | ମଧୁସୂଦନ ନଗର, ଓଡିଶା | |
| ୬ | ସେପ୍ଟେମ୍ବର | ||
| ୪ ଓ ୫ ତାରିଖ | ପ୍ରାଦେଶିକ ବିଜ୍ଞାନ ମେଳା | କଲେଜ ଛକ, ବଲାଙ୍ଗିର | |
| ୨୪ ରୁ ଅକ୍ଟୋବର ୭ | ଅର୍ଦ୍ଧବାର୍ଷିକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ପ୍ରାକ ନିର୍ବାଚନ ପରୀକ୍ଷା (ଦ୍ଵାଦଶ ପରୀକ୍ଷା) | ବିଦ୍ୟାଳୟ ସ୍ତରୀୟ | ||
| ୭ | ଅକ୍ଟୋବର | ||
| ୧ ରୁ ୮ ତାରିଖ | ଅର୍ଦ୍ଧବାର୍ଷିକ ପରୀକ୍ଷା (୯ମ ରୁ ୧୦ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ୨୧ ଓ ୨୨ ତାରିଖ | କ୍ଷେତ୍ରୀୟ ବିଜ୍ଞାନ ମେଳା | ଜଟଣୀ, ଓଡିଶା | |
| ୨୪ ରୁ ୨୭ ତାରିଖ | ଅଖିଳ ଭାରତୀୟ ଖେଳକୁଦ ସମାରୋହ | ସତନା, ମଧ୍ୟ ପ୍ରଦେଶ | |
| ୮ | ନଭେମ୍ବର | ||
| ନଭେମ୍ବର ରୁ ଡିସେମ୍ବର | ବାର୍ଷିକ ଉତ୍ସବ | ବିଦ୍ୟାଳୟ ସ୍ତରୀୟ | |
| ୧୩ ରୁ ୧୬ ତାରିଖ | ଅଖିଳ ଭାରତୀୟ ବିଜ୍ଞାନ ମେଳା | ଜଯପୁର, ରାଜସ୍ଥାନ | |
| ୧୮ ରୁ ୨୯ ତାରିଖ | ଅର୍ଦ୍ଧବାର୍ଷିକ ପରୀକ୍ଷା (ଏକାଦଶ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ନିର୍ବାଚନ ପରୀକ୍ଷା (ଦ୍ଵାଦଶ ପରୀକ୍ଷା) | ବିଦ୍ୟାଳୟ ସ୍ତରୀୟ | ||
| ୯ | ଡିସେମ୍ବର | ||
| ୨ ରୁ ୪ ତାରିଖ | ତୃତୀୟ ଏକକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ୫ ରୁ ୧୧ ତାରିଖ | ବିଦ୍ୟାଳୟ ଖେଳକୁଦ (ଅଥେଲେଟିକ୍ସ) | ବିଦ୍ୟାଳୟ ସ୍ତରୀୟ | |
| ୧୩ ରୁ ୨୦ ତାରିଖ | ଖେଳକୁଦ ସମାରୋହ (ଅଥେଲେଟିକ୍ସ) | ସଙ୍କୁଳ ସ୍ତରୀୟ | |
| ୨୨ ତାରିଖ | ଜାତୀୟ ଗଣିତ ଦିବସ | ବିଦ୍ୟାଳୟ ସ୍ତରୀୟ | |
| ୧୦ | ଜାନୁଆରୀ | ||
| ୧୧ ଓ ୧୨ ତାରିଖ | ସମ୍ଭାଗ ଖେଳକୁଦ (ଅଥେଲେଟିକ୍ସ) | ସମ୍ଭାଗ ସ୍ତରୀୟ | |
| ୧୬ ରୁ ୨୨ ତାରିଖ | ପ୍ରି-ବୋର୍ଡ ପରୀକ୍ଷା (୧୦ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ୨୦ ରୁ ୨୨ ତାରିଖ | ଚତୁର୍ଥ ଏକକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ୨୦ ରୁ ୩୦ ତାରିଖ | ପ୍ରି-କାଉନସିଲ ପରୀକ୍ଷା (ଦ୍ଵାଦଶ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ୨୮ ରୁ ୩୦ ତାରିଖ | ପ୍ରାଦେଶିକ ଖେଳକୁଦ (ଅଥେଲେଟିକ୍ସ) | ବ୍ରଜବିହାର, ଭାବନିପାଟଣା | |
| ୧୧ | ଫେବୃଆରୀ | ||
| ୮ ତାରିଖ | ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବୈଠକ | ସବିମ, କେଶବଧାମ | |
| ୨୧ ତାରିଖ | ଅନ୍ତର୍ଜାତିୟ ମାତୃଭାଷା ଦିବସ | ବିଦ୍ୟାଳୟ ସ୍ତରୀୟ | |
| ୨୮ ତାରିଖ | ଜାତୀୟ ବିଜ୍ଞାନ ଦିବସ | ବିଦ୍ୟାଳୟ ସ୍ତରୀୟ | |
| ୧୨ | ମାର୍ଚ୍ଚ | ||
| ୬ ରୁ ୧୯ ତାରିଖ | ବାର୍ଷିକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ୧୦ ରୁ ୨୨ ତାରିଖ | ବାର୍ଷିକ ପରୀକ୍ଷା (ଏକାଦଶ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
| ୨୫ ତାରିଖ | ପ୍ରାଦେଶିକ ମେଧା ପରୀକ୍ଷା | କେନ୍ଦ୍ର ସ୍ତରୀୟ | |
| ୨୬ ତାରିଖ |
ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା (ତୃତୀୟ, ପଞ୍ଚମ, ସପ୍ତମ ଓ ନବମ) |
କେନ୍ଦ୍ର ସ୍ତରୀୟ |
[/vc_column_text][/vc_column][/vc_row]