କ୍ରମିକ ସଂଖ୍ୟା | ମାସ | କାର୍ଯ୍ୟ ଓ କାର୍ଯ୍ୟକ୍ରମ | ସ୍ତରୀୟ |
୧ | ଏପ୍ରିଲ ୧ | ଉତ୍କଳ ଦିବସ | ବିଦ୍ୟାଳୟ ସ୍ତରୀୟ |
ଶିକ୍ଷାବର୍ଷ ପ୍ରାରମ୍ଭ ଦିବସ | ବିଦ୍ୟାଳୟ ସ୍ତରୀୟ | ||
୨ | ମଇ | ଗ୍ରୀଷ୍ମ ଅବକାଶ | ବିଦ୍ୟାଳୟ ସ୍ତରୀୟ |
୩ | ଜୁନ ୧୮ ରୁ ୨୦ ତାରିଖ | ସାମୁହିକ ଆଚାର୍ଯ୍ୟ କର୍ମଶାଳା | ବିଦ୍ୟାଳୟ ସ୍ତରୀୟ, ଦାମନଯୋଡି |
ଜୁନ ୨୧ ତାରିଖ | ବିଶ୍ଵ ଯୋଗ ଦିବସ | ବିଦ୍ୟାଳୟ ସ୍ତରୀୟ | |
୪ | ଜୁଲାଇ | ||
୧୦ ରୁ ୧୨ ତାରିଖ | ପ୍ରଥମ ଏକକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
୨୭ ରୁ ଅଗଷ୍ଟ ୨ | ଜ୍ଞାନ ବିଜ୍ଞାନ ମେଳା | ବିଦ୍ୟାଳୟ ସ୍ତରୀୟ | |
୫ | ଅଗଷ୍ଟ | ||
୪ ଓ ୫ ତାରିଖ | ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ | ସେମିଳିଗୁଡା | |
୮ ରୁ ୧୦ ତାରିଖ | ଦ୍ଵିତୀୟ ଏକକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
୧୧ ତାରିଖ | ଜ୍ଞାନ ବିଜ୍ଞାନ ମେଳା | ସଙ୍କୁଳ ସ୍ତରୀୟ | |
୨୪ ଓ ୨୫ ତାରିଖ | ଜ୍ଞାନ ବିଜ୍ଞାନ ମେଳା | ବିଭାଗ ଓ ସଂଭାଗ ସ୍ତରୀୟ | |
୨୯ତାରିଖ | ଜାତୀୟ କ୍ରୀଡା ଦିବସ | ବିଦ୍ୟାଳୟ ସ୍ତରୀୟ | |
୩୧ ରୁ ସେପ୍ଟେମ୍ବର ୧ ତାରିଖ | କ୍ଷେତ୍ରୀୟ ଖେଳକୁଦ (ଅଥେଲେଟିକ୍ସ) | ମଧୁସୂଦନ ନଗର, ଓଡିଶା | |
୬ | ସେପ୍ଟେମ୍ବର | ||
୪ ଓ ୫ ତାରିଖ | ପ୍ରାଦେଶିକ ବିଜ୍ଞାନ ମେଳା | କଲେଜ ଛକ, ବଲାଙ୍ଗିର | |
୨୪ ରୁ ଅକ୍ଟୋବର ୭ | ଅର୍ଦ୍ଧବାର୍ଷିକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
ପ୍ରାକ ନିର୍ବାଚନ ପରୀକ୍ଷା (ଦ୍ଵାଦଶ ପରୀକ୍ଷା) | ବିଦ୍ୟାଳୟ ସ୍ତରୀୟ | ||
୭ | ଅକ୍ଟୋବର | ||
୧ ରୁ ୮ ତାରିଖ | ଅର୍ଦ୍ଧବାର୍ଷିକ ପରୀକ୍ଷା (୯ମ ରୁ ୧୦ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
୨୧ ଓ ୨୨ ତାରିଖ | କ୍ଷେତ୍ରୀୟ ବିଜ୍ଞାନ ମେଳା | ଜଟଣୀ, ଓଡିଶା | |
୨୪ ରୁ ୨୭ ତାରିଖ | ଅଖିଳ ଭାରତୀୟ ଖେଳକୁଦ ସମାରୋହ | ସତନା, ମଧ୍ୟ ପ୍ରଦେଶ | |
୮ | ନଭେମ୍ବର | ||
ନଭେମ୍ବର ରୁ ଡିସେମ୍ବର | ବାର୍ଷିକ ଉତ୍ସବ | ବିଦ୍ୟାଳୟ ସ୍ତରୀୟ | |
୧୩ ରୁ ୧୬ ତାରିଖ | ଅଖିଳ ଭାରତୀୟ ବିଜ୍ଞାନ ମେଳା | ଜଯପୁର, ରାଜସ୍ଥାନ | |
୧୮ ରୁ ୨୯ ତାରିଖ | ଅର୍ଦ୍ଧବାର୍ଷିକ ପରୀକ୍ଷା (ଏକାଦଶ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
ନିର୍ବାଚନ ପରୀକ୍ଷା (ଦ୍ଵାଦଶ ପରୀକ୍ଷା) | ବିଦ୍ୟାଳୟ ସ୍ତରୀୟ | ||
୯ | ଡିସେମ୍ବର | ||
୨ ରୁ ୪ ତାରିଖ | ତୃତୀୟ ଏକକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
୫ ରୁ ୧୧ ତାରିଖ | ବିଦ୍ୟାଳୟ ଖେଳକୁଦ (ଅଥେଲେଟିକ୍ସ) | ବିଦ୍ୟାଳୟ ସ୍ତରୀୟ | |
୧୩ ରୁ ୨୦ ତାରିଖ | ଖେଳକୁଦ ସମାରୋହ (ଅଥେଲେଟିକ୍ସ) | ସଙ୍କୁଳ ସ୍ତରୀୟ | |
୨୨ ତାରିଖ | ଜାତୀୟ ଗଣିତ ଦିବସ | ବିଦ୍ୟାଳୟ ସ୍ତରୀୟ | |
୧୦ | ଜାନୁଆରୀ | ||
୧୧ ଓ ୧୨ ତାରିଖ | ସମ୍ଭାଗ ଖେଳକୁଦ (ଅଥେଲେଟିକ୍ସ) | ସମ୍ଭାଗ ସ୍ତରୀୟ | |
୧୬ ରୁ ୨୨ ତାରିଖ | ପ୍ରି-ବୋର୍ଡ ପରୀକ୍ଷା (୧୦ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
୨୦ ରୁ ୨୨ ତାରିଖ | ଚତୁର୍ଥ ଏକକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
୨୦ ରୁ ୩୦ ତାରିଖ | ପ୍ରି-କାଉନସିଲ ପରୀକ୍ଷା (ଦ୍ଵାଦଶ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
୨୮ ରୁ ୩୦ ତାରିଖ | ପ୍ରାଦେଶିକ ଖେଳକୁଦ (ଅଥେଲେଟିକ୍ସ) | ବ୍ରଜବିହାର, ଭାବନିପାଟଣା | |
୧୧ | ଫେବୃଆରୀ | ||
୮ ତାରିଖ | ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବୈଠକ | ସବିମ, କେଶବଧାମ | |
୨୧ ତାରିଖ | ଅନ୍ତର୍ଜାତିୟ ମାତୃଭାଷା ଦିବସ | ବିଦ୍ୟାଳୟ ସ୍ତରୀୟ | |
୨୮ ତାରିଖ | ଜାତୀୟ ବିଜ୍ଞାନ ଦିବସ | ବିଦ୍ୟାଳୟ ସ୍ତରୀୟ | |
୧୨ | ମାର୍ଚ୍ଚ | ||
୬ ରୁ ୧୯ ତାରିଖ | ବାର୍ଷିକ ପରୀକ୍ଷା (୧ମ ରୁ ୮ମ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
୧୦ ରୁ ୨୨ ତାରିଖ | ବାର୍ଷିକ ପରୀକ୍ଷା (ଏକାଦଶ ଶ୍ରେଣୀ) | ବିଦ୍ୟାଳୟ ସ୍ତରୀୟ | |
୨୫ ତାରିଖ | ପ୍ରାଦେଶିକ ମେଧା ପରୀକ୍ଷା | କେନ୍ଦ୍ର ସ୍ତରୀୟ | |
୨୬ ତାରିଖ |
ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା (ତୃତୀୟ, ପଞ୍ଚମ, ସପ୍ତମ ଓ ନବମ) |
କେନ୍ଦ୍ର ସ୍ତରୀୟ |